ଓଡ଼ିଶା ସରକାର
ସମଗ୍ର ଶିକ୍ଷା
ମହାଶୟ / ମହାଶୟା,
ଆସନ୍ତା ୦୪ ଅପ୍ରେଲ ୨୦୨୬ ତାରିଖ ଦିନ ମାନେଶ୍ୱର ବ୍ଲକ ସ୍ତରୀୟ
'ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ଏବଂ ଶିକ୍ଷା ସଚେତନତା ରଥ'
ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପବିତ୍ର ଅବସରରେ ଆପଣଙ୍କର ଉପସ୍ଥିତି ଏବଂ ସହଯୋଗ ଆମର ଏକାନ୍ତ କାମ୍ୟ ।
ତାରିଖ
୦୪ ଅପ୍ରେଲ ୨୦୨୬
ସମୟ
ସକାଳ ୯:୦୦ ଘଟିକା
ସ୍ଥାନ
ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ମାନେଶ୍ୱର
ଆୟୋଜକ
ଗୋଷ୍ଠୀ ଶିକ୍ଷା ଅଧିକାରୀ
ମାନେଶ୍ୱର